ତାସନ Tāsana

  • ଦେ. ବି. (ସଂ. ତ୍ରସର=ସୂତ୍ରବେଷ୍ଟନ) — ଲୁଗା ବୁଣିବା ପୂର୍ବରୁ ଟାଣି ସୂତାକୁ ମଣ୍ଡ ଦେଇ ମାଜିବା — Brushing of the warp threads with gum or boiled rice-paste before weaving
  • ଦେ. ବି. (ସଂ. ତ୍ରସର=ସୂତ୍ରବେଷ୍ଟନ) — ତାସଣ ଜାଗାରେ ଗୋବର ଗଦା ରହିବା ନିତାନ୍ତ ଅସମ୍ଭବ। ଫକୀର ମୋହନ. ଛଅମାଣ ଆଠଗୁଣ।
  • ଦେ. ବି. (ସଂ. ତ୍ରସର=ସୂତ୍ରବେଷ୍ଟନ) — ତନ୍ତୁବାୟମାନେ ଯେଉଁ ମାର୍ଜନୀ ଦ୍ୱାରା ସୂତାକୁ ମାଜନ୍ତି; କଞ୍ଚ — Weaver's brush
  • ଦେ. ବି. (ସଂ. ତ୍ରସର=ସୂତ୍ରବେଷ୍ଟନ) — [ଦ୍ର—ଏହା କୁଶ ତୃଣର ବା ବେଣାର ଚେରର ଗୋଛାରେ ତିଆରି ହୁଏ।]