ତାଳ ଜଟା Tāḻa jaṭā

  • ସଂ. ବି. ( 6 ଷ୍ଠୀ ତତ୍; ତାଳ+ ଜଟ; ଜଟା) — ଅଣ୍ଡିରା ତାଳଗଛର ଜଟା ବା ପୁଂପୁଷ୍ପମଞ୍ଜରୀ; ତାଳଭଣ୍ଡି; ତାଳ ପ୍ରଳମ୍ବ — The long flower stalks of male palm-trees