ତାଲା Tālā
- ଦେ. ବି. — (ସଂ. ତାଲକ, ତଳକ)—କୋଲପ — Lock; padlock
- ଦେ. ବି. — [ଦ୍ର—କିଳିଣୀ, କମାଣୀ; ଦଣ୍ଡୀ ବା ଢିଙ୍କିଆ, ମେରୁ, ଡାଲା, ଛିଟିକିଣୀ ଓ କୁଞ୍ଚଜଳା ତାଲାର ଭିନ୍ନ ଭିନ୍ନ ଅଂଶ ଅଟେ।]
- ଦେ. ବି. — (ସଂ. ତଳ) କୋଠର ମହଲା — Storey of a building
- ଦେ. ବିଣ. — ଏତେ ତଳବିଶିଷ୍ଟ; (ଯଥା—ତିତାଲା କୋଠା) — (building) Having so many storeys; storied