ତାଲବର Tālabara
- ବୈଦେ. ବିଣ. (ଫା. ତାଲେବର୍; ଆ. ତାଲା=ଭାଗ୍ୟ+ଫା. ବର୍ ପ୍ରତ୍ୟୟ) — ଭାଗ୍ୟବାନ୍ — Lucky
- ବୈଦେ. ବିଣ. (ଫା. ତାଲେବର୍; ଆ. ତାଲା=ଭାଗ୍ୟ+ଫା. ବର୍ ପ୍ରତ୍ୟୟ) — ମାନ୍ୟ — Honourable
- ବୈଦେ. ବିଣ. (ଫା. ତାଲେବର୍; ଆ. ତାଲା=ଭାଗ୍ୟ+ଫା. ବର୍ ପ୍ରତ୍ୟୟ) — ସ୍ୱନାମଧନ୍ୟ — Illustrious