ତାମ୍ର Tāmra
- ସଂ. ବି (ତମ୍ ଧାତୁ=ଦୁଃଖ ପାଇବା+କରଣ.ର) — ତମ୍ବା ଧାତୁ — Copper
- ସଂ. ବି (ତମ୍ ଧାତୁ=ଦୁଃଖ ପାଇବା+କରଣ.ର) — (ତମ୍ର+ଅ)—ଦେହରେ ରକ୍ତବର୍ଣ୍ଣଦାଗ ଯୁକ୍ତ କୁଷ୍ଠରୋଗ— ବିଶେଷ — A kind of leprosy with red spots
- ସଂ. ବି (ତମ୍ ଧାତୁ=ଦୁଃଖ ପାଇବା+କରଣ.ର) — ତାମ୍ର ପରି ରକ୍ତବର୍ଣ୍ଣ — A dark coppery red (Apte)
- ବିଣ — ଅରୁଣବର୍ଣ୍ଣବିଶିଷ୍ଟ — Dark red; copper-coloured