ତାବେ Tābe

  • ବୈଦେ. ବି. (ଆ. ତାବଅ; ମୁସଲମାନୀ ଭାଷା) — ଅଧୀନତା — Subordination; subserviency; subjection
  • ବୈଦେ. ବି. (ଆ. ତାବଅ; ମୁସଲମାନୀ ଭାଷା) — ଅଧିକାର — Sway
  • ବୈଦେ. ବିଣ — ତାବେଦାର୍ (ଦେଖ) — Tābedār (See)