ତାବିଜ Tābija

  • ବୈଦେ. ବି. (ଆ. ତଅବୀଜ୍) — ବାହୁଭୂଷଣବିଶେଷ; ବାଜୁ — Armlet; an ornament worn on the arm
  • ବୈଦେ. ବି. (ଆ. ତଅବୀଜ୍) — କଣ୍ଠାଭରଣବିଶେଷ; ବେକରେ ପିନ୍ଧାଯିବା ଚାରିକୋଣିଆଁ ସୁନା ରୂପାର ଡେଉଁରିଆ — 2. An armlet worn on the neck
  • ବୈଦେ. ବି. (ଆ. ତଅବୀଜ୍) — ରକ୍ଷାକବଚ — Phylactery; charm