ତାପକ Tāpaka

  • ସଂ. ବିଣ (ତାପ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅକ) — ଯାହା ଉତ୍ତପ୍ତ କରେ; ତାପଜନକ — Heating; producing warmth
  • ସଂ. ବିଣ (ତାପ ଧାତୁ ଣିଜନ୍ତ ତାପି ଧାତୁ+କର୍ତ୍ତୃ. ଅକ) — ଦାହକ — Burning
  • ବି — ଜ୍ୱର — Fever
  • ବି — ରଜୋଗୁଣ — Material or gross quality of nature