ତାଟିଆ Tāṭiā

  • ଦେ. ବି.—(ଶୁଦ୍ରଭାଷା) (ସଂ. ତପ୍ତ; ତୁଳ. ଫା. ତସ୍ତରୀ= ଥାଳିଆ) — ଧାତୁ ନିର୍ମିତ ଛୋଟ ଗିନା; କଟରା — A metal basin; small sauce-boat metal cup
  • ଦେ. ବି.—(ଶୁଦ୍ରଭାଷା) (ସଂ. ତପ୍ତ; ତୁଳ. ଫା. ତସ୍ତରୀ= ଥାଳିଆ) — ଜର ବିକଳରେ ତାଟିଆ କାମୁଡ଼ିବା ନ୍ଯାୟ—ଢଗ।