ତାଜ Tāja

  • ବୈଦେ. ବି. (ଆ. ତାଜ୍) — ଉଚ୍ଚ ପାର୍ଶ୍ୱଯୁକ୍ତ ମୁକୁଟ — A high crown
  • ବୈଦେ. ବି. (ଆ. ତାଜ୍) — ମୁକୁଟ; ଶିରୋଭୂଷଣ; ଟୋପି — Crown; cap
  • ବୈଦେ. ବି. (ଆ. ତାଜ୍) — ଧରଣୀନ୍ଦ୍ର ଜଗଦେବ ଧ୍ୟାନେ ବଲ୍ଲବୀବଲ୍ଲବ ଧରାଧୂଳି କରେ ମସ୍ତକରେ ତାଜ। କବିସୂର୍ଯ୍ୟ, କିଶୋରଚମ୍ପ ଧ. ଗୀତ।
  • ବୈଦେ. ବି. (ଆ. ତାଜ୍) — ଗଞ୍ଜପାର ଏକରଙ୍ଗର ନାମ — Name of a class of cards in Gan̄japā
  • ବୈଦେ. ବି. (ଆ. ତାଜ୍) — ତାଜମହଲ (ଦେଖ) — Tājamahala (See)