ତାଙ୍କ Tāṅka
- ଦେ. ସର୍ବନାମ. ପୁଂ ଓ ସ୍ତ୍ରୀ (ମାନ୍ୟାର୍ଥକ; ତତ୍ ଶବ୍ଦର 6 ଷ୍ଠୀ ବିଭକ୍ତି) — ତାହାଙ୍କର — His; her
- ଦେ. ସର୍ବନାମ. ପୁଂ ଓ ସ୍ତ୍ରୀ (ମାନ୍ୟାର୍ଥକ; ତତ୍ ଶବ୍ଦର 6 ଷ୍ଠୀ ବିଭକ୍ତି) — ସ୍ଫୁଲିଙ୍ଗ ତାଙ୍କରି ସିନା ମୁହିଁ ରାଜଋଷି। ରାଧାନାଥ, ମହାଯାତ୍ରା।
- ଦେ. ସର୍ବନାମ. ପୁଂ ଓ ସ୍ତ୍ରୀ (ମାନ୍ୟାର୍ଥକ; ତତ୍ ଶବ୍ଦର 6 ଷ୍ଠୀ ବିଭକ୍ତି) — ସେମାନଙ୍କର — Their