ତାଇଲି Tāili

  • ଗ୍ରା. ବୈଦେ. ବି (ଇଂ. ଟାଇଲ୍) — ଟାଇଲ୍; କୋଠାର ଛାତ ଆଦିରେ ବିଛାଯିବା ପାଇଁ ପୋଡା ହୋଇଥିବା ପତଳା, ଲମ୍ବ ଓ ଚଉଡ଼ା ଇଟା ବା ପଥର ଖଣ୍ଡ — Tile (of brick or stone)