ତାଇଫା Tāiphā

  • ବୈଦେ. ବି(ଫା. ତାୟଫା) — ନର୍ତ୍ତକୀଙ୍କ ଦଳ — A party of dancing girls
  • ବୈଦେ. ବି(ଫା. ତାୟଫା) — x x ରାତିରେ ଦୁଇ ତାଇଫା ଖେମଟା ନାଚ—ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ବୈଦେ. ବି(ଫା. ତାୟଫା) — ନର୍ତ୍ତକୀ — Dancing girl
  • ବୈଦେ. ବି(ଫା. ତାୟଫା) — ବେଶ୍ୟା — Prostitute