ତାଇତ Tāita

  • ଦେ. ବି (ଫା. ତାବୀଜ୍=ଡେଉଁରିଆ) — ବାହୁର ଅଳଙ୍କାର ବିଶେଷ; ସୁନା ରୂପାର ବାଜୁ — An armlet or ornament for the arm
  • ଦେ. ସର୍ବନାମ (ସଂ. ତତ୍ ତୁ) — ତାହାତ; ତାହାହିଁ — That also; that too
  • ଦେ. ସର୍ବନାମ (ସଂ. ତତ୍ ତୁ) — ତାହା ସୁଦ୍ଧା — That even