ତହମତ୍ Tahamat

  • ବୈଦେ. ବି. (ଆ. ତୋହମତ୍) — ମିଥ୍ୟା ଅପବାଦ; ମିଥ୍ୟା ଦୋଷାରୋପ; ମିଥ୍ୟା କଳଙ୍କ — Defamation; false allegation; unfounded aspersion
  • ବୈଦେ. ବି. (ଆ. ତୋହମତ୍) — ମିଛ କଥା — Falsehood
  • ବୈଦେ. କ୍ରି. ବିଣ — ବୃଥା; ମିଥ୍ୟାରେ — Falsely
  • ବୈଦେ. ବିଣ — ମିଥ୍ୟା — False