ତଷ୍ଟ Tashṭa
- ସଂ. ବିଣ (ତକ୍ଷ୍ ଧାତୁ=ଚାଞ୍ଛିବା=କର୍ମ. ତ) — ଚଞ୍ଛା ହୋଇଥିବା — Scraped
- ସଂ. ବିଣ (ତକ୍ଷ୍ ଧାତୁ=ଚାଞ୍ଛିବା=କର୍ମ. ତ) — ଚନ୍ଦା ମରାଯାଇଥିବା — Scraped with the carpenter's plane; planed
- ସଂ. ବିଣ (ତକ୍ଷ୍ ଧାତୁ=ଚାଞ୍ଛିବା=କର୍ମ. ତ) — କୃଶୀକୃତ — Emaciated; reduced
- ସଂ. ବିଣ (ତକ୍ଷ୍ ଧାତୁ=ଚାଞ୍ଛିବା=କର୍ମ. ତ) — କୁଟା ଯାଇଥିବା; ବଟା ଯାଇଥିବା (ହି. ଶବ୍ଦସାଗର) — Pounded; bruised
- ସଂ. ବିଣ (ତକ୍ଷ୍ ଧାତୁ=ଚାଞ୍ଛିବା=କର୍ମ. ତ) — ପିଟା ହୋଇଥିବା (ହି. ଶବ୍ଦସାଗର) — Beaten