ତଳିତ Taḻita

  • ସଂ. ବି (ତଳ୍ ଧାତୁ+କର୍ମ. ତ) — ଭୃଷ୍ଟ ମାଂସ; ଭଜା ମାଂସ — Roast; roasted meat; fried meat
  • ସଂ. ବିଣ — ଭୃଷ୍ଟ; ଭଜା ହୋଇଥିବା; ସିନ୍ତୁଳା ହୋଇଥିବା — Fried; roasted
  • ସଂ. ବିଣ — [ଦ୍ର—ଏ ଶବ୍ଦ ଭାବପ୍ରକାଶରେ ବ୍ଯବହୃତ ହୋଇଅଛି।]