ତଳପ Taḻapa

  • ଗ୍ରା. (ପଦ୍ଯ) ବି. (ସଂ. ତଳ୍ପ) — ବିଛଣା; ଶଯ୍ଯା — Bed
  • ଗ୍ରା. (ପଦ୍ଯ) ବି. (ସଂ. ତଳ୍ପ) — ତଳପ ତେଜି ତଳେ ହୋଇଛି ଉଭା—ଭଞ୍ଜ ସଙ୍ଗୀତ
  • ଗ୍ରା. (ପଦ୍ଯ) ବି. (ସଂ. ତଳ୍ପ) — ତଳ୍ପ (ଦେଖ) — Taḻpa (See)