ତଳତ୍ର Taḻatra

  • ସଂ. ବି. କ୍ଳୀ. (ତଳ=ହାତ+ତ୍ରୈ ଧାତୁ+କର୍ତ୍ତୃ. ଅ) — ଧନୁର୍ଦ୍ଧାରୀର ଚର୍ମନିର୍ମିତ ଦସ୍ତାନା ବା ହସ୍ତାବରଣ — Leather gloves of an archer