ତରୁଣୀ Taruṇī

  • ସଂ. ବିଣ. ସ୍ତ୍ରୀ. (ତରୁଣ+ସ୍ତ୍ରୀ. ଈ) — ତରୁଣର ସ୍ତ୍ରୀଲିଙ୍ଗ — Feminine of Taruṇa
  • ସଂ. ବିଣ. ସ୍ତ୍ରୀ. (ତରୁଣ+ସ୍ତ୍ରୀ. ଈ) — ନବୀନା; ନବଯୌବନା — Youthful; young (female)
  • ସଂ. ବି. ସ୍ତ୍ରୀ — ନବଯୁବତୀ ସ୍ତ୍ରୀ — Young woman
  • ସଂ. ବି. ସ୍ତ୍ରୀ — [ଦ୍ର—ଭାବପ୍ରକାଶ ମତରେ 16 ଠାରୁ 32 ବର୍ଷ ବୟସ୍କା ନାରୀ ତରୁଣୀ।] — [ଦ୍ର—ଭାବପ୍ରକାଶ ମତରେ16ଠାରୁ32ବର୍ଷ ବୟସ୍କା ନାରୀ ତରୁଣୀ]
  • ସଂ. ବି. ସ୍ତ୍ରୀ — ଘୃତକୁମାରୀ; ଘିକୁଆଁରୀ — The succulent aloe; the Succotrine aloe
  • ସଂ. ବି. ସ୍ତ୍ରୀ — ଧଳା ସେବତୀ ଫୁଲ — Rosa Muscata
  • ସଂ. ବି. ସ୍ତ୍ରୀ — ସ୍ଥୂଳ କୃଷ୍ଣ ଜୀରକ — A kind of large black cumin seed
  • ସଂ. ବି. ସ୍ତ୍ରୀ — ଦନ୍ତୀ ବୃକ୍ଷ — A medicinal plant; Baliospermum Axillare
  • ସଂ. ବି. ସ୍ତ୍ରୀ — ମେଘ ରାଗର ରାଗିଣୀବିଶେଷ — Name of a subsidiary tune