ତରଣ Taraṇa

  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — ପାରଗମନ; ପାରିହେବା; ଅତିକ୍ରମଣ — Act of crossing over; passing over
  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — ପ୍ଳବନ; ପହଁରିବା — Swimming
  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — ଦେଶାନ୍ତର ଗମନ — Going abroad
  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — (+କରଣ ଅନ) ଭେଳା — Raft
  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — ଡଙ୍ଗା — Boat
  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — ସ୍ୱର୍ଗ — Heaven
  • ସଂ. ବି (ତୃ ଧାତୁ=ପାରହେବା+ଭାବ. ଅନ) — ନିସ୍ତାର; ଉଦ୍ଧାର — Deliverance
  • ଦେ. ବି — କ୍ଷିରୀ; ଯାଉ — Gruel
  • ଦେ. ବି — ପିଠା କରିବା ସକାଶେ ବଟା ଯାଇଥିବା ପିଠଉ — Dough; paste made from grains for making cakes