ତରଛ Tarachha
- ଦେ. ବିଣ. (ସଂ. ତ୍ରସ୍ତ; ତୁଳ. ପାଲି. ତରଛ) — ସଂତ୍ରସ୍ତ; ହଠାତ୍ ଭୀତ; ଅତରଛ; ଭୟବିହ୍ୱଳ — Frightened; terrified
- ଦେ. ବିଣ. (ସଂ. ତ୍ରସ୍ତ; ତୁଳ. ପାଲି. ତରଛ) — ତରଛ ହୋଇଣ ରୋଗୀ ଜୀଇଁବା ପଚାରେ। ପ୍ରାଚୀ. ଶିବ ସ୍ୱରୋଦୟ।
- ଦେ. ବି — ହଠାତ୍ ଉପସ୍ଥିତ ଭୟ; ଛାନିଆଁ; — Sudden fright