ତରଙ୍ଗ Taraṅga

  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ଊର୍ମ୍ମି; ଢେଉ; ଲହରୀ — Wave; ripple; billow
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ପ୍ରବଳ ଅଶ୍ରୁଧାରା — Profuse tear
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ଅଙ୍ଗଭଙ୍ଗୀ; ଦେହର ଭଙ୍ଗୀ — Posture
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — କମ୍ପ; କମ୍ପନ — Oscillation
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — କଥାର ଭଙ୍ଗୀ — Wit, humorous word
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ଲୁଗାର କୁଞ୍ଚ — Ripples raised by folding a cloth artistically
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — 'ସାଗର' ବା 'ସମୁଦ୍ର' ବା 'ତରଙ୍ଗିଣୀ' ଉପାଧିଯୁକ୍ତ ସଙ୍ଗୀତ ବା ବାଚ୍ୟାଦି ଗ୍ରନ୍ଥର ଖଣ୍ଡ ବା ଭାଗ — Section or volume of a book
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — (ଯଥା—ଦାମୋଦର ପଟ୍ଟନାୟକଙ୍କ 'ସଙ୍ଗୀତ ସାଗର ର 1 ମ, 2 ୟ, 3 ୟ, ଓ 4 ର୍ଥ ଆଦି ତରଙ୍ଗ।) — (ଯଥା—ଦାମୋଦର ପଟ୍ଟନାୟକଙ୍କ 'ସଙ୍ଗୀତ ସାଗର ର1ମ,2ୟ,3ୟ, ଓ4ର୍ଥ ଆଦି ତରଙ୍ଗ)
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ସଙ୍ଗୀତରେ ସ୍ୱରର କମ୍ପନ; ସ୍ୱରଲହରୀ; ମୂର୍ଚ୍ଛନା — Modulation of voice or tune in music
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ଉତ୍ସାହ ଓ ଆନନ୍ଦ ଆଦିର ହପ୍ପା — Burst of delight
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ବସ୍ତ୍ର; ଲୁଗା (ହି. ଶବ୍ଦସାଗର) — Cloth
  • ସଂ. ବି (ତୃ ଧାତୁ=ପାର ହେବା; ଗମନ କରିବା+ଅଙ୍ଗ) — ଘୋଡ଼ା ଆଦିଙ୍କ କୁଦା (ହି. ଶବ୍ଦସାଗର) — Gallop