ତମ୍ପା Tampā

  • ସଂ. ବି. (ତମ୍ ଧାତୁ=ଇଚ୍ଛା କରିବା+କର୍ତ୍ତୃ. ପ+ସ୍ତ୍ରୀ. ଆ) — ଗାଈ; ଧେନୁ — The cow
  • ପ୍ରାଦେ. (ଗଞ୍ଜାମ) ବି. — ଯବାଦି ଚୂର୍ଣ୍ଣ ସଙ୍ଗେ ଗୁଡ଼ ମିଶାଯାଇ ପ୍ରସ୍ତୁତ ହେବା ଏକପ୍ରକାର ଖାଦ୍ୟ — A food prepared by mixing molasses with barley-meal