ତମାମ୍ Tamām

  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ପୂରା; ସମ୍ପୂର୍ଣ୍ଣ — Entire; complete
  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ସମାପ୍ତ; ଖତମ — Completed; finished
  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ସମୁଦାୟ — Whole
  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ଶେଷ; ଅନ୍ତିମ — Final
  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ପରିପୂର୍ଣ୍ଣ — Full; filled up
  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ସମଷ୍ଟି କରାଯାଇ ଥିବା — Added together; totalled up
  • ବୈଦେ. ବିଣ. (ଆ. ତମାମ୍=ପୂରା, ସଂପୂର୍ଣ୍ଣ, ସାରା) — ମୃତ — Dead
  • ବୈଦେ. — ସର୍ବନାମ— ସବୁ; ସମୁଦାୟ (ବ୍ଯକ୍ତି, ବସ୍ତୁ, ସ୍ଥାନ, ସମୟ) — 7. All; the whole (persons, things, places and time)
  • ବି. — ସମଷ୍ଟି — Total
  • ବି. — ସମାପ୍ତି — Completion; finish
  • ଅ. — ସମ୍ପୂର୍ଣ୍ଣରୂପେ — Fully; completely; entirely
  • ଅ. — 2 (ଅମୁକ ସମୟ) ଯାକ; ସାରା — 2(ଅମୁକ ସମୟ) ଯାକ; ସାରା— 2. Throughout (such a period)