ତମ ତମ Tama tama

  • ଦେ. ଅ (ସଂ. ତମଃ=କ୍ରୋଧ) — (ରାଗରେ) ଜର୍ଜର ବା ଅଧିର — Full of; brimming with (anger)
  • ଦେ. ଅ (ସଂ. ତମଃ=କ୍ରୋଧ) — [ଦ୍ର—ସେ ରାଗରେ ତମତମ ହୋଇ ମୋ ଉପରକୁ ଉହୁଙ୍କି ଆସିଲା।]
  • ଦେ. ଅ (ସଂ. ତମଃ=କ୍ରୋଧ) — କ୍ରୋଧାନ୍ଧ; ଅତିଶୟ କ୍ରୋଧଯୁକ୍ତ — Over powered with anger; trembling with rage
  • ଦେ. ଅ (ସଂ. ତମଃ=କ୍ରୋଧ) — ଅର୍ଜୁନ ମୁଖୁଁ ଏହା ଶୁଣିବାକ୍ଷଣି ଭୀମ ବଳ ଆଶ୍ରେ କରିଣ ହେଲେ ତମତମ—କୃଷ୍ଣସିଂହ. ମହାଭାରତ. ଆଦି।