ତବ Taba
- ସଂ. ସର୍ବନାମ (ଯୁକ୍ଷ୍ମଦ୍ ଶବ୍ଦର 6 ଷ୍ଠୀ ବିଭକ୍ତି 1 ବଚନ) — ତୁମ୍ଭର; ତୋର — Your; thy; thine
- ସଂ. ସର୍ବନାମ (ଯୁକ୍ଷ୍ମଦ୍ ଶବ୍ଦର 6 ଷ୍ଠୀ ବିଭକ୍ତି 1 ବଚନ) — [ଦ୍ର—ସ୍ନେହାସ୍ପଦ ବା ଭକ୍ତିଭାଜନ ବ୍ଯକ୍ତି ବା ଈଶ୍ୱରଙ୍କ ପ୍ରତି ପଦ୍ଯରେ 'ତୁମ୍ଭର' ଏହି ଶବ୍ଦ ପରିବର୍ତ୍ତରେ 'ତବ' ବ୍ଯବହୃତ ହୁଏ। ଓଡ଼ିଆରେ ଏହାକୁ ଅବ୍ଯୟ ବୋଲି ଅନ୍ୱୟ କରାଯାଏ।]