ତପ Tapa
- ସଂ. ବି. (ତପ୍ ଧାତୁ+କର୍ତ୍ତୃ. ଅ) — ତପନ; ସୂର୍ଯ୍ୟ — The sun
- ସଂ. ବି. (ତପ୍ ଧାତୁ+କର୍ତ୍ତୃ. ଅ) — ଆତପ; ରୌଦ୍ର — Sunshine
- ସଂ. ବି. (ତପ୍ ଧାତୁ+କର୍ତ୍ତୃ. ଅ) — ଗ୍ରୀଷ୍ମକାଳ — The summer; the hot season
- ସଂ. ବି. (ତପ୍ ଧାତୁ+କର୍ତ୍ତୃ. ଅ) — ବିଶେଷତ ତପ ପ୍ରଭା ହୋଇଲା, ବିନିର୍ଗତ ଜୀବନରେ ରହିଲା। ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ତପ୍ ଧାତୁ+କର୍ତ୍ତୃ. ଅ) — ଉତ୍ତାପ; ଗରମି — Heat; warmth
- ବିଣ — ତାପଦାୟକ — Radiating heat
- ବିଣ — ଗରମ — Hot
- ଦେ. ବି. — ତପଃ (ଦେଖ) — Tapaḥ (See)