ତପ୍ତ Tapta

  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଉତ୍ତାପଯୁକ୍ତ; ତାତିଲା; ଉଷ୍ଣ; ଗରମ — Hot; heated; warm; scorched
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଦୁଃଖଦ୍ୱାରା ଦଗ୍ଧ; କ୍ଳେଶପ୍ରାପ୍ତ — Afflicted with pain or sorrow
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଅନୁତାପ ଦଗ୍ଧ; ଅନୁତପ୍ତ — Remorseful; penitent
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଗଳିତ — Molten
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — କୁପିତ; ରୁଷ୍ଟ — Angered; enraged
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଖିନ୍ନ; ଦୁଃଖିତ; ଶୋକାର୍ତ୍ତ — Sorrowing; afflicted with grief; distressed
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଅଗ୍ନିରେ ପୋଡ଼ ଦିଆ ହୋଇଥିବା — Burnt in fire
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ପୁଟପାକ ଶୋଧିତ — Burnt inside a ball of clay
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — ଆଚରିତ — Followed; practised
  • ସଂ. ବିଣ. (ତପ୍ ଧାତୁ+କର୍ମ. ତ) — [ଦ୍ର—ଏହାର ପୂର୍ବରେ ଉତ୍ ଓ ସମ୍ ଉପସର୍ଗ ଲାଗି ଉତ୍ତପ୍ତ ସନ୍ତପ୍ତ ଆଦି ଶବ୍ଦ ଗଠିତ ହୁଏ।]