ତପୋମୟ Tapomaya

  • ସଂ. ବିଣ. ପୁଂ. (ତପଃ+ପ୍ରାଚୁର୍ଯ୍ୟାର୍ଥରେ ମୟ) — ତପଃ ପ୍ରଧାନ — Abounding in religious austerities
  • ସଂ. ବି. ପୁଂ — ପରମେଶ୍ୱର — God
  • ସଂ. ବି. ପୁଂ — ମହାଦେବ — God Ṡiba