ତପୁ Tapū

  • ସଂ. ବି (ତପ୍ ଧାତୁ+କର୍ତ୍ତୃ. ଉ) — ଅଗ୍ନି — Fire
  • ସଂ. ବି (ତପ୍ ଧାତୁ+କର୍ତ୍ତୃ. ଉ) — ସୂର୍ଯ୍ୟ — The sun
  • ସଂ. ବି (ତପ୍ ଧାତୁ+କର୍ତ୍ତୃ. ଉ) — ଶତ୍ରୁ — Enemy
  • ଦେ. ଅ — ତପୁ (ଦେଖ) — Tapu (See)