ତପା Tapā
- ବୈଦେ. ବି (ଉର୍ଦ୍ଦୁ) — ଟପ୍ପା; ପ୍ରଗନ୍ନା; ତାଲୁକ; ମୁସଲମାନ୍ ରାଜତ୍ୱ ସମୟରେ କରାଯାଇଥିବା ଦେଶାଂଶର ବିଭାଗ — A Pergunnah or Sub-division, prevalent during the Mohomedan rule in India
- ବୈଦେ. ବି (ଉର୍ଦ୍ଦୁ) — [ଦ୍ର—ଏହାର ସାଙ୍କେତିକ ଚିହ୍ନ। ତ। ଯଥା—। ତ। ଗୋପାଳ— ପୁର=ତପେ ଗୋପାଳପୁର, ଅର୍ଥାତ୍ ଗୋପାଳପୁର ନାମକ ତପାର ଅନ୍ତର୍ଗତ।]