ତପସ Tapasa

  • ସଂ. ବି (ତପ୍ ଧାତୁ+ସଂଜ୍ଞାର୍ଥେ. ଅସ) — ଚନ୍ଦ୍ର — The moon
  • ସଂ. ବି (ତପ୍ ଧାତୁ+ସଂଜ୍ଞାର୍ଥେ. ଅସ) — ସୂର୍ଯ୍ୟ — The sun
  • ସଂ. ବି (ତପ୍ ଧାତୁ+ସଂଜ୍ଞାର୍ଥେ. ଅସ) — ପକ୍ଷୀ — Bird