ତପରଖ Taparakha

  • ଗ୍ରା. ବି. (ଆ. ତଦାରୁକ୍ ଶବ୍ଦର ଅପଭ୍ରଷ୍ଟ ବ୍ଯବହାର; ତୁଳ ସଂ. ପରୀକ୍ଷା) — ପରଖ; ତଦାରଖ — Investigation; enquiry; examination
  • ଗ୍ରା. ବି. (ଆ. ତଦାରୁକ୍ ଶବ୍ଦର ଅପଭ୍ରଷ୍ଟ ବ୍ଯବହାର; ତୁଳ ସଂ. ପରୀକ୍ଷା) — ତତ୍ତ୍ୱାବଧାରଣ; ତନଖି — Supervision