ତନୁ Tanu

  • ସଂ. ବି. ସ୍ତ୍ରୀ (ତନ୍ ଧାତୁ=ବିସ୍ତାର କରିବା+କରଣେ. ଉ କିମ୍ବା କର୍ତ୍ତୃ. ଉ; ଯାହା ଉତ୍ପନ୍ନାବଧି ବିସ୍ତାର ଲାଭ କରେ) — ଶରୀରର ଚର୍ମ — Skin of the body
  • ସଂ. ବି. ସ୍ତ୍ରୀ (ତନ୍ ଧାତୁ=ବିସ୍ତାର କରିବା+କରଣେ. ଉ କିମ୍ବା କର୍ତ୍ତୃ. ଉ; ଯାହା ଉତ୍ପନ୍ନାବଧି ବିସ୍ତାର ଲାଭ କରେ) — ଅଙ୍ଗ; ଶରୀର — Body; person
  • ସଂ. ବି. ସ୍ତ୍ରୀ (ତନ୍ ଧାତୁ=ବିସ୍ତାର କରିବା+କରଣେ. ଉ କିମ୍ବା କର୍ତ୍ତୃ. ଉ; ଯାହା ଉତ୍ପନ୍ନାବଧି ବିସ୍ତାର ଲାଭ କରେ) — ମୂର୍ତ୍ତି — Image; form
  • ଦେ. ବି. (ପ୍ରାଚୀନପଦ୍ୟ) — ତନୟ — Child; son
  • ଦେ. ବି. (ପ୍ରାଚୀନପଦ୍ୟ) — ସେ ନାମ ମହିମା କହିଲେ ନ ସରେ ଶୁଣରେ ବରଜ ତନୁ। ଅଚ୍ୟୁତାନନ୍ଦ. ଅଣାକାର ସଂହିତା।
  • ବିଣ ପୁଂ — ଅଳ୍ପ — Little
  • ବିଣ ପୁଂ — ଛୋଟ — Small
  • ବିଣ ପୁଂ — କୃଶ — Weak; slim; lean; thin
  • ବିଣ ପୁଂ — କ୍ଷୀଣ — Feeble; slender
  • ବିଣ ପୁଂ — କୋମଳ — Delicate
  • ବିଣ ପୁଂ — ସୂକ୍ଷ — Minute
  • ବିଣ ପୁଂ — ଅସମାନ ମାନୁ କରେ ତନୁ ତନୁ ସକଳ କଳଙ୍କର ସୀମା। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।