ତଦ୍ Tad

  • ସଂ. ସର୍ବନାମ (ସମାସରେ ଏହା ଅନ୍ୟପଦ ସଙ୍ଗେ ଯୁକ୍ତ ହୋଇ ଭାଷାରେ ବ୍ଯବହୃତ ହୁଏ; — ସେହି — That
  • ସଂ. ସର୍ବନାମ (ସମାସରେ ଏହା ଅନ୍ୟପଦ ସଙ୍ଗେ ଯୁକ୍ତ ହୋଇ ଭାଷାରେ ବ୍ଯବହୃତ ହୁଏ; — ସେ — He; she
  • ସଂ. ସର୍ବନାମ (ସମାସରେ ଏହା ଅନ୍ୟପଦ ସଙ୍ଗେ ଯୁକ୍ତ ହୋଇ ଭାଷାରେ ବ୍ଯବହୃତ ହୁଏ; — ବ୍ରହ୍ମ — The Supreme Being