ତଥେବ Tatheba

  • ସଂ. କ୍ରି. ବିଣ. (ତଥା+ଇବ=ସେହିପରି) — ଠିକ ସେହିପରି — Like that; just the same; in the same manner
  • ସଂ. କ୍ରି. ବିଣ. (ତଥା+ଇବ=ସେହିପରି) — ତଦ୍ରୂପହିଁ — Similarly; just so; likewise
  • ସଂ. କ୍ରି. ବିଣ. (ତଥା+ଇବ=ସେହିପରି) — ସେହିପରି ମଧ୍ୟ — So also
  • ସଂ. କ୍ରି. ବିଣ. (ତଥା+ଇବ=ସେହିପରି) — ଏବଂ ମଧ୍ୟ; ଆହୁରି ମଧ୍ୟ — And also
  • ବିଣ — ସେହି ପ୍ରକାରର; ତଦ୍ରୂପ — Similar