ତତ Tata
- ସଂ. ବିଣ. (ତନ୍ ଧାତୁ=ବିସ୍ତାର କରିବା+ କର୍ମ, ତ) — ବିସ୍ତୃତ; ବ୍ୟାପ୍ତ — Spread; expanded; stretched out
- ସଂ. ବିଣ. (ତନ୍ ଧାତୁ=ବିସ୍ତାର କରିବା+ କର୍ମ, ତ) — ତାର ବା ତନ୍ତୁଯୁକ୍ତ — Stringed
- ସଂ. ବି (+କର୍ତ୍ତୃ. ତ) — ବାୟୁ — Air
- ସଂ. ବି (+କର୍ତ୍ତୃ. ତ) — ତନ୍ତୁ ନିର୍ମିତ ବୀଣାଦି ବାଦ୍ୟ — Stringed musical instrument
- ସଂ. ବି (+କର୍ତ୍ତୃ. ତ) — (+ଭାବ. ତ) ବିସ୍ତାର — Extension
- ସଂ. ବି (+କର୍ତ୍ତୃ. ତ) — (+ଅପାଦାନ. ତ) ପିତା — 3. Father
- ସଂ. ବି (+କର୍ତ୍ତୃ. ତ) — (+କର୍ମ. ତ) ପୁତ୍ର — Son
- ସଂ. ବି (+କର୍ତ୍ତୃ. ତ) — ବଂଶ — Race; family