ତତି Tati
- ସଂ. ବି. (ତନ୍ ଧାତୁ=ବିସ୍ତାର+ଭାବ.ତି) — ବିସ୍ତାର; ବିସ୍ତୃତି — Extension; extent
- ସଂ. ବି. (ତନ୍ ଧାତୁ=ବିସ୍ତାର+ଭାବ.ତି) — ଧାଡ଼ି — Line; row
- ସଂ. ବି. (ତନ୍ ଧାତୁ=ବିସ୍ତାର+ଭାବ.ତି) — ଶ୍ରେଣୀ — Class
- ସଂ. ବି. (ତନ୍ ଧାତୁ=ବିସ୍ତାର+ଭାବ.ତି) — ସମୂହ — Multitude
- ସଂ. ବି. (ତନ୍ ଧାତୁ=ବିସ୍ତାର+ଭାବ.ତି) — ଗୁରୁଜନ ତତି ଜାଣିଲେ କି ଗତି ଅଷ୍ଟ ଦୁର୍ଗପତି କହେ। କବିସୂର୍ଯ୍ୟ. କିଶୋରଚମ୍ପୁ।