ତଣ୍ଟା Taṇṭā
- ଦେ. ବି. (ସଂ. ସଙ୍କଟ; ସଂ. ଦାନ୍ତି=ଦମନ) — ଗୋଳମାଳ; ଅଡ଼ୁଆ; ପ୍ରପଞ୍ଚ — Complication; confusion
- ଦେ. ବି. (ସଂ. ସଙ୍କଟ; ସଂ. ଦାନ୍ତି=ଦମନ) — ସଙ୍କଟ; ଆପଦ — Danger; trouble; risk
- ଦେ. ବି. (ସଂ. ସଙ୍କଟ; ସଂ. ଦାନ୍ତି=ଦମନ) — ଅକଳ — Fix; awkward position
- ଦେ. ବି. (ସଂ. ସଙ୍କଟ; ସଂ. ଦାନ୍ତି=ଦମନ) — ଉଭୟସଙ୍କଟ — Dilemma
- ଦେ. ବି. (ସଂ. ସଙ୍କଟ; ସଂ. ଦାନ୍ତି=ଦମନ) — ଦାୟିତ୍ୱ — Responsibility
- ଦେ. ବି. (ସଂ. ସଙ୍କଟ; ସଂ. ଦାନ୍ତି=ଦମନ) — ତେଣ୍ଟା — Harpoon
- ଦେ. ବି — ଟୋଟା; କାର୍ତ୍ତୁଜ — Cartridge