ତଞ୍ଛା Tan̄chhā

  • ଦେ. ବି—(ସଂ. ତକ୍ଷ ଧାତୁ=କାଠ ଚାଞ୍ଛିବା) — ଚଞ୍ଛା — Scraping
  • ଦେ. ବିଣ — ଚଞ୍ଛା ହୋଇଥିବା; ଛେଲା ହୋଇଥିବା (କାଠ ବା ଅଂଶ) — Scraped