ତଙ୍କ Taṅka
- ସଂ. ବି. (ଢଙ୍କ ଧାତୁ+ଭାବ. ଅ) — ପଥରକଟା ଶସ୍ତ୍ର ବିଶେଷ; ପୁଆରୀ — An instrument for cutting stone
- ସଂ. ବି. (ଢଙ୍କ ଧାତୁ+ଭାବ. ଅ) — ଆତଙ୍କ; ଡର; ଭୟ — Fear; apprehension
- ସଂ. ବି. (ଢଙ୍କ ଧାତୁ+ଭାବ. ଅ) — ପ୍ରିୟବିୟୋଗ ଦୁଃଖ (ହି. ଶବ୍ଦସାଗର) — Grief due to separation from one's dear person
- ସଂ. ବି. (ଢଙ୍କ ଧାତୁ+ଭାବ. ଅ) — ପିନ୍ଧିବାର ଲୁଗା— (ହି. ଶବ୍ଦସାଗର) — Wearing cloth
- ସଂ. ବି. (ଢଙ୍କ ଧାତୁ+ଭାବ. ଅ) — ଦୁଃଖରେ ଜୀବନଧାରଣ — Miserable existence (Apte)