ତଗାଦା Tagādā
- ବୈଦେ. ବି. (ଆ. ତକାଜା) — ତାଗଦା; କୌଣସି ପ୍ରାପ୍ୟ ଦ୍ରବ୍ୟ ଦେବା ପାଇଁ ଦେବା ବ୍ଯକ୍ତିକୁ ପାଇବାକୁ ଅଧିକାରୀ ବ୍ଯକ୍ତିର ଅନୁରୋଧ ବା ତଲବ — Demand for a thing from a person from whom it is due
- ବୈଦେ. ବି. (ଆ. ତକାଜା) — ସ୍ୱୀକୃତ ବସ୍ତୁ ଦେବା ବା କାର୍ଯ୍ୟ କରିବା ପାଇଁ ସ୍ୱୀକାର— କାରୀ ବ୍ଯକ୍ତିକୁ ଅନୁରୋଧ — Request to a person to carry out a promised act