ତଗରା Tagarā
- ଦେ. ବି. ରାଜସେବକବିଶେଷ — A class of personal servants of a king
- ବୈଦେ. ବି. (ତୁର୍କୀ ତଗାର୍ ରାଜମିସ୍ତ୍ରୀମାନେ ପଲସ୍ତରା ବା ଗାନ୍ଥିନିକାମ କରିବା ସମୟରେ ଚକଟା ମାଟି ବା ମସଲା ରଖିବା ନିମିତ୍ତ ଯେଉଁ ମାଟିର ଚଟକା ପାତ୍ର ବା ମାଟି ତେଲୁଣୀ ବ୍ଯବହାର କରନ୍ତି — An earthen pan used by masons to put mortar in