ତକ୍ର Takra

  • ସଂ. ବି. [ତକ୍ ଧାତୁ=(ପୀଡ଼ା) ସହ୍ୟକରିବା+କର୍ତ୍ତୃ. ର; ଯାହା ମନ୍ଥନପୀଡ଼ା ସହ୍ୟ କରିଥାଏ] — ଘୋଳ ଦହି; ଚହ୍ଲା — Churned butter-milk
  • ସଂ. ବି. [ତକ୍ ଧାତୁ=(ପୀଡ଼ା) ସହ୍ୟକରିବା+କର୍ତ୍ତୃ. ର; ଯାହା ମନ୍ଥନପୀଡ଼ା ସହ୍ୟ କରିଥାଏ] — ଦୁଧ ଦହି ବସିଗଲେ ତହିଁର ଯେଉଁ ପାଣିଆ ଅଂଶ ପାତ୍ରର ତଳକୁ ରହିଯାଏ — Whey