ତକମା Takmā

  • ବୈଦେ. ବି. (ତୁର୍କୀ= ତମ୍ଗା= ଶାସନଫଳକ ବା ସନନ୍ଦ) — ଶାସନଫଳକ; ତମ୍ବାପାଟିଆ ସନନ୍ଦ — A firman; a written grant
  • ବୈଦେ. ବି. (ତୁର୍କୀ= ତମ୍ଗା= ଶାସନଫଳକ ବା ସନନ୍ଦ) — ମେଡ଼ାଲ୍; ପଦକ — Medal
  • ବୈଦେ. ବି. (ତୁର୍କୀ= ତମ୍ଗା= ଶାସନଫଳକ ବା ସନନ୍ଦ) — ହୃଦେ ଲମ୍ବମାନ ସୁବର୍ଣ୍ଣ ତକମା। ରାଧାନାଥ, ଦରବାର।