ତକତ Takata
- ବୈଦେ. ବି. (ଆ. ତଖ୍ତ୍= ସିଂହାସନ) — ଆପଣାର ଉପଯୁକ୍ତ ସ୍ଥାନ — One's proper place
- ବୈଦେ. ବି. (ଆ. ତଖ୍ତ୍= ସିଂହାସନ) — ରାଜସିଂହାସନ — Throne
- ବୈଦେ. ବି. (ଆ. ତଖ୍ତ୍= ସିଂହାସନ) — କ୍ଷମତା — Power
- ବୈଦେ. ବି. (ଆ. ତଖ୍ତ୍= ସିଂହାସନ) — ମଧ୍ୟସ୍ଥଳ — Centre; central place
- ବୈଦେ. ବି. (ଆ. ତଖ୍ତ୍= ସିଂହାସନ) — (ଯଥା—ରାମ ସାହୁର ବିଲଟା ଦି ଜୋଡ଼ର ତକତରେ ଅଛି।)
- ବୈଦେ. ବି. — ଉପଯୁକ୍ତ — Proper
- ବୈଦେ. ବି. — (ଯଥା—ଗୁଳାଟ! ବାଘର ବେଶ ତକତ ଜାଗାରେ ବସିଥିଲା।)
- ବୈଦେ. ବି. — ମଧ୍ୟସ୍ଥ; ସନ୍ଧିସ୍ଥ — Middle; central
- ବୈଦେ. ବି. — (ଯଥା—କୁଅଟାକୁ ଗ୍ରାମର ଏପରି ତକତ ସ୍ଥାନରେ ଖୋଳିଥିବ, ଯେପରି କି ଗ୍ରାମର ସମସ୍ତ ଲୋକ ତହିଁରୁ ପାଣି ବ୍ଯବହାର କରି ପାରିବେ।)