ତକତା Takatā
- ବୈଦେ. ବି. (ଆ. ତଖ୍ତାହ୍= ପଟା) — ତକ୍ତା; କାଠର ପଟା — A plank of wood; board
- ବୈଦେ. ବି. (ଆ. ତଖ୍ତାହ୍= ପଟା) — ପତଳା ଲମ୍ବ ଓ ଚଉଡ଼ା ଖଣ୍ଡ; ଫର୍ଦ୍ଦ — A sheet
- ବୈଦେ. ବି. (ଆ. ତଖ୍ତାହ୍= ପଟା) — କାଗଜର ଫର୍ଦ୍ଦ — A sheet of paper
- ବୈଦେ. ବି. (ଆ. ତଖ୍ତାହ୍= ପଟା) — ଛୋଟ ପଟା; ପଟୀ — Tablet
- ବୈଦେ. ବି. (ଆ. ତଖ୍ତାହ୍= ପଟା) — (ସେଟଲମେଣ୍ଟ ଶବ୍ଦ) ଯେଉଁ ତ୍ରିପଦ ଟେବଲ ଉପରେ ନକ୍ସା ରଖି ଅମିନମାନେ ସରଜମିନ ମାପ ବେଳେ କାମ କରନ୍ତି — Plane table
- ବୈଦେ. ବି. (ଆ. ତଖ୍ତାହ୍= ପଟା) — ଧାତୁର ଫଳକ — Metal plate
- ବୈଦେ. ବି. (ଆ. ତଖ୍ତାହ୍= ପଟା) — ପଥରର ଲମ୍ବ ଓ ଚଉଡ଼ା ପତଳା ଖଣ୍ଡ — Slab of stone