ତ:ପୁ: Ta:pu:
- ଦେ. ଅ. (ସାଙ୍କେତିକ ଚିହ୍ନ) (ସଂ. ତତ୍ ପୂର୍ବେ) — ଭଉଁରିଆରେ କୌଣସି କ୍ଷେତ୍ର ପୂର୍ବବର୍ତ୍ତୀ କ୍ଷେତ୍ରର ପୂର୍ବଦିଗରେ ଥିଲେ ଏହି ସାଙ୍କେତିକ ଚିହ୍ନ ଲେଖାଯାଏ — An abbreviation noted against a plot in the field-book to denote its position as being to the east of the previous plot