ଣ Ṇa
- ସଂ — ପଞ୍ଚଦଶ ବ୍ୟଞ୍ଜନ ବର୍ଣ୍ଣ। ଟ ବର୍ଗର ପଞ୍ଚମ ବର୍ଣ୍ଣ। ଆନୁନାସିକ। ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା — Fifteenth consonant; cerebral; nasal; corresponding to cerebral gliding sound of N in 'turning'
- ସଂ — [ଦ୍ର—ଏ ଅକ୍ଷରାଦ୍ୟରେ କୌଣସି ଶବ୍ଦ ନ ଥିବାରୁ ଓଡ଼ିଶାର କବିମାନେ ଚଉତିଶା ପ୍ରଭୃତିରେ 'ଣାଦ୍ୟ' ପଦମାନଙ୍କୁ 'ଅ' ଅକ୍ଷରରେ ଆରମ୍ଭ କରିଅଛନ୍ତି।
- ସଂ — ହିନ୍ଦୀ ଓ ବଙ୍ଗଳାରେ 'ଣ'ର ଉଚ୍ଚାରଣ ନ ପରି। ଓଡ଼ିଶାର 'ଣ'ର ସ୍ୱତନ୍ତ୍ର ଉଚ୍ଚାରଣ ସ୍ଥାନରେ ସମ୍ବଲପୁରିଆମାନେ 'ନ' ଉଚ୍ଚାରଣ କରନ୍ତି।]
- ବି — ଜ୍ଞାନ — Knowledge
- ବି — ଚୈତନ୍ୟ — Consciousness
- ବି — ନିଶ୍ଚୟ — Certainty
- ବି — ଭୂଷଣ — Ornament
- ବି — ଶିବ — Ṡiba
- ବି — ଜଳାଶୟ — Pond
- ବିଣ — ନିର୍ଗୁଣ — Devoid of any attribute
- ଅ. (ପଦ୍ଯରେ ବ୍ଯବହୃତ) — ଅସମାପିକା କ୍ରିୟା ଶେଷରେ ପଦ୍ଯରେ ଅକ୍ଷର ପୂରଣ ନିମିତ୍ତ ବ୍ଯବହୃତ ହୁଏ — An inflection used after present participle in poetry
- ଅ. (ପଦ୍ଯରେ ବ୍ଯବହୃତ) — (ଯଥା—କରିଣ, ଖାଇଣ ଇତ୍ୟାଦି।)